Jump to content

ଜନ୍ୟୁ

ଉଇକିଅଭିଧାନ‌ରୁ

ଜନ୍ୟୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜନ ଧାତୁ+କର୍ତ୍ତ ଯୁ)

[ସମ୍ପାଦନା]
୧. ଅଗ୍ନି —୧. Fire.
୨. ପ୍ରାଣୀ; ଜୀବ —୨. Animal.
୩. (+ଭାବ. ଯୁ) ଜନ୍ମ; ଉତ୍ପତ୍ତି ୩. Brith; production.
୪. (ଜନ ଧାତୁ ଣିଚ ଜନି ଧାତୁ+କର୍ତ୍ତୃ. ଯୁ)— ବିଧାତା; ବ୍ରହ୍ମା —୪. Brihmā the creator.