Jump to content

ଜନୟିତା

ଉଇକିଅଭିଧାନ‌ରୁ

ଜନୟିତା

ଉଚ୍ଚାରଣ

[ସମ୍ପାଦନା]
(ଜନୟିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ଜନି ଧାତୁ+କର୍ତ୍ତୃ. ତୃ.୧ମା. ୧ବ.)

[ସମ୍ପାଦନା]

ଜନକ; ପିତା — Father.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଉତ୍ପାଦକ; ଉତ୍ପାଦନକାରୀ — Producing.