Jump to content

ଜପମାଳା

ଉଇକିଅଭିଧାନ‌ରୁ

ଜପମାଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜପ+ମାଳା)

[ସମ୍ପାଦନା]

ଯେଉଁ ମାଳିର ଗୁଟିକା ଗଣନା କରି ଇଷ୍ଟମନ୍ତ୍ରାଦି ଜପ କରାଯାଏ — A rosary for counting the umber of repetitions while repeatedly muttering a sccred formula.

କେହି ଅବା ଜପମାଳା ଜପେ ଅବିରଚ ରାଧାନାଥ. ମହାଯାତ୍ରା