ଜପା
ଦେଖଣା
ଜପା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜପ୍ ଧାତୁ+କରଣ ଅ +ସ୍ତ୍ର. ଆ)
[ସମ୍ପାଦନା]ମନ୍ଦାର ଗଛ ଓ ଫୁଲ; ଜବା — The red chinarose and its tree.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଜପ କରିବା —୧. To muttering lof mantras by counting the beads.
- ୨. ସବୁବେଳେ ଭବିବା — ୨. Constantly thinking over a matter.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଜପ କରା ଯାଇଥିବା (ମନ୍ତ୍ର) — ୧. (holy formula) Counted on the beads.
- ୨. ଯାହା ସାହାଯ୍ୟରେ ଜପ କରାଯାଏ (ଯଥା; ଜପା ମାଳା) ୨. (rosary) With the help of which a holy formula is recited.