Jump to content

ଜପ୍ୟ

ଉଇକିଅଭିଧାନ‌ରୁ

ଜପ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜପ୍ ଧାତୁ+କର୍ମ ଯ)

[ସମ୍ପାଦନା]

ଜପଯୋଗ୍ୟ; ଧ୍ୟେୟ — Fit to be recited or muttered nwith the help of a rosary.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜପ କରାଯାଇଥିବା ମନ୍ତ୍ର — Muttered formula (Apte).