Jump to content

ଜପ କରିବା

ଉଇକିଅଭିଧାନ‌ରୁ

ଜପ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଜପ୍ ଧାତୁ)

[ସମ୍ପାଦନା]
୧. ମନେ ମନେ ମନ୍ତ୍ରାଦି ପୂନଃ ପୁନଃ ଆବୃତ୍ତି କରିବା; ଜପିବା — ୧. To repeatedly mutter esoteric formulas silently.
୨. ଜପମାଳା ସାହାଯ୍ୟରେ ସଂଖ୍ୟା ଗମନା କରି ମନ୍ତ୍ରାଦି ପୁନଃ ପୁନଃ ଜପିବା; ମାଳି ଗଡ଼ାଇବା —୨. To tell the beands by muttering certain formuals

କେହି ଅବା ଜପମାଳା ଜପେ ଅବିରତେ ରାଧାନାଥ. ମହାଯାତ୍ରା

୩. କୌଣସି କଥାକୁ ମନେ ମନେ ସର୍ବଦା ସ୍ନରଣ କରିବା — ୩. To constantly remember a thing.
୪. ଘୋଷିହେବା — ୪. To go on recapitulating or repeatedly uttering a thing.