Jump to content

ଜବ

ଉଇକିଅଭିଧାନ‌ରୁ

ଜବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଜ ଧାତୁ=ବେଗ ଚାଲିବା+ଭାବ. ଅ; କିମ୍ୱା ଜବ୍ ଧାତୁ+ ଭାବ. ଅ)

[ସମ୍ପାଦନା]

ବେଗ —Velocity; speed.

ସଂସ୍କୃତ - ବିଶେଷଣ - (+କର୍ତ୍ତ. ଅ)

[ସମ୍ପାଦନା]

ବେଗବାନ୍ — Speedy; swift.