ଜବତ୍ କରିବା
ଦେଖଣା
ଜବତ୍ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ସମ୍ପତ୍ତିକୁ କୋରଖ କରିବା — ୧. to confiscate or attach a property.
- ୨. କୌଣସି ବ୍ୟକ୍ତିକୁ ଦଣ୍ଡ ଦେଇ ସାଧ୍ୟ କରିବା — ୨. to teach a person a lesson; to crush a person.
କିନ୍ତୁ ସେ ତାହା ଖାତିର ନ କରି ରାବଣକୁ ଆଗେ ଜବତ୍ କଲେ ନୀଳକଣ୍ଠ ଦାସ. ପିଲାଙ୍କ ରାମାୟଣ