ଜବନ
ଦେଖଣା
ଜବନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୁ ଧାତୁ+ଭାବ. ଅନ; ବା. ଜବ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ବେଗ —୧. Velocity; speed; swiftness.
ସୁମନ୍ତ ଶିଷ୍ୟ କହିଲେ ମନ୍ତ୍ର ବଳରୁ ଜବହିଲେ ଜେଉଁ ରାଗା କେଳି ବନତୁ ଭଞ୍ଜ. କୋଟିବ୍ରହ୍ମାଣ୍ଡସିନ୍ଦରୀ
- ୨. ଗତି —୨. Motion.
- ୩. (+କର୍ତ୍ତ. ଅନ) ବେଗବାନ୍ ଅଶ୍ୱ — ୩. Fleet horse.
- ୪. ମୃଗବିଶେଷ —୪. A species of deer.
- ୫. ଯବନ (ପ୍ରକୃତିବାଦ) (ଦେଖ) - ୫. j̄abana (See)