Jump to content

ଜବରାନ୍

ଉଇକିଅଭିଧାନ‌ରୁ

ଜବରାନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - କ୍ରି.ବିଶେଷଣ - (ଫାରାସୀ - ଜବ୍ରନ୍)

[ସମ୍ପାଦନା]

ବଳପୂର୍ବକ — Forcibly; by using force.

ବିଶେଷଣ -

[ସମ୍ପାଦନା]
୧. ଅତ୍ୟାଚାରୀ —୧. Oppressive.
୨. ଅବୈଧ ବଳପ୍ରୟୋଗକାରୀ — ୨. Using unlawful force.