Jump to content

ଜବରାନ୍ କରିବା

ଉଇକିଅଭିଧାନ‌ରୁ

ଜବରାନ୍ କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବଳପ୍ରୟୋଗ କରିବା — ୧. To use force.
୨. କୌଣସି କାର୍ଯ୍ୟ କରିବାକୁ ବାଧ୍ୟ କରିବା — ୨. To force one to do a thing,
୩. ଅତ୍ୟାଚାର କରିବା —୩. To oppress.