Jump to content

ଜବର୍ଜଂଘ୍

ଉଇକିଅଭିଧାନ‌ରୁ

ଜବର୍ଜଂଘ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଜବରଜଘୀଂ—ସ୍ତ୍ରୀ) 

(ଜବର୍ଜଙ୍ଗ୍—ଅନ୍ୟରୂପ)

ବୈଦେଶିକ - ବିଶେଷଣ - ପୁଂ. (ଫା)

[ସମ୍ପାଦନା]
୧. ଅସୁନ୍ଦର ଭାବରେ ଗୁଡ଼ାଏ ଲୁଗାପଟା ଦେହରେ ଗୁଡ଼ାଇ ହୋଇ— ଥିବା (ବ୍ୟକ୍ତି) —୧. Slovenly dressed.
୨. ବଳିଷ୍ଠ ପଦ ଜଙ୍ଘବିଶିଷ୍ଟ — ୨. Strong-legged; having sinewy legs and thighs.