Jump to content

ଜବର୍ ଗୁଜବ୍

ଉଇକିଅଭିଧାନ‌ରୁ

ଜବର୍ ଗୁଜବ୍

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]

ଭାରି ଟାଣୁଆ ଜନରବ — Strong rumour.

(ଯଥା—ବଜାରରେ ଜବର୍ ଗୁଜବ୍ ଉଠିଛ ଯେ ବିଭାଗୀୟ କମିଶନରଙ୍କ ତଦନ୍ତ ଫଳ ଅମୁକଙ୍କ ଅପ୍ରୀତକର ହୋଇଅଛି)