Jump to content

ଜବାଧିକ

ଉଇକିଅଭିଧାନ‌ରୁ

ଜବାଧିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୩ୟା ତତ୍; ଜବ+ଅଧିକ)

[ସମ୍ପାଦନା]

ବେଗବାନ୍ ଘୋଟକ —A steed; a swift horse.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଅତିଶୟ; ବେଗବାନ୍ — Swift; fleet.