Jump to content

ଜବାନ୍ୱନ୍ଦି

ଉଇକିଅଭିଧାନ‌ରୁ

ଜବାନ୍ୱନ୍ଦି

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜବାନ୍ୱନ୍ଦୀ)

[ସମ୍ପାଦନା]
୧. କୌଣସି ଅଦାଲତ୍ ବା ହାକିମଙ୍କଦ୍ୱାରା ଲିପିବଦ୍ଧ ପକ୍ଷର ବା ସାକ୍ଷର ଇଜହାର; ଲିପିବଦ୍ଧ ସାକ୍ଷ୍ୟ; ଲିପିବଦ୍ଧ ସାକ୍ଷୀର ଉକ୍ତି —୧. Deposition or oral evidence given before a court or officer and recorded by him; written deposition.
୨. ସାକ୍ଷୀ ବା ପକ୍ଷର କଥିତ ପ୍ରମାଣ — ୨. Oral evidence.