Jump to content

ଜବାନ୍ ଦରାଜ୍

ଉଇକିଅଭିଧାନ‌ରୁ

ଜବାନ୍ ଦରାଜ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଜବାନ୍ଦରାଜ—ବି)

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ଯେ ଧୃଷ୍ଟତାପୂର୍ବକ ଅନୁଚିତ କଥା କହେ; ମୁହଁବାଲିଙ୍ଗି କରିବା ଲୋକ —୧. Bragging; boastful.
୨. ଧୃଷ୍ଟ; ଅବିପାତ —୨. Impudent.