Jump to content

ଜବାନ୍ ଦେବା

ଉଇକିଅଭିଧାନ‌ରୁ

ଜବାନ୍ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଫାରାସୀ - ଜବାନ୍)

[ସମ୍ପାଦନା]

ନିଶ୍ଚିତ କଥା କହିବା; ସ୍ଥିର ଜବାବ ଦେବା; ମୌଖିକ ଅଙ୍ଗୀକାର କରିବା —To give one's word; to make an oral promise.