ଜବାବ୍ ଦେବା
ଦେଖଣା
ଜବାବ୍ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜବାବ୍ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶବ୍ଦ କରିବା — ୧. To make or produce a sound.
- ୨. ଉତ୍ତର ଦେବା — ୨. To respond; to give a replt.
- ୩. ଭୃତ୍ୟକୁ ବରଖାସ୍ତ କରିବା — ୩. To dismiss a servant.
- ୪. ପ୍ରଭୂ ବା ଗୁରୁଜନମାନଙ୍କୁ ଅବିନୟସୂଚକ ଉତ୍ତର ଦେବା; ଠେଁସିବା —୪. To give insubordinate answers to a superior.
- ୫. ଚାକିରିରୁ ଇସ୍ତଫା ଦେବା — ୫. To resign a post or service.
- ୬. ମକଦମାରେ (ପ୍ରତିବାଦି ବା ମୁଦାଲା) ନିଜର ବକ୍ତବ୍ୟ ବା ଉତ୍ତର ଦାଖଲ କରିବା —୬. To file a written stament in a case.