ଜବାବ୍ ସୁଆଲ୍
ଦେଖଣା
ଜବାବ୍ ସୁଆଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜବାବ୍ ଓ ସବାଲ୍)
[ସମ୍ପାଦନା]- ୧. ସବାଲ୍ ଯବାବ; ଉତ୍ତର ପ୍ରତ୍ୱୁତ୍ତର; ପ୍ରଶ୍ନୋତ୍ତର — ୧. Question and answer.
- ୨. ମକଦମାରେ ପ୍ରମାଣ ଗୃହୀତ ହେବା ପରେ ଉଭୟ ପକ୍ଷର ଓକିଲଙ୍କର କୋର୍ଟ ଆଗରେ ବାଦାନୁବାଦ; ବାଦନା — ୨. Argument by pleaders after close of the evidence of both parties in a case.
- ୩. ବାଦବିବାଦ —୩. Argumant and counter- argument.