Jump to content

ଜବୀ

ଉଇକିଅଭିଧାନ‌ରୁ

ଜବୀ

ଉଚ୍ଚାରଣ

[ସମ୍ପାଦନା]
(ଜବିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜବ ଧାତୁ+ଇନ୍; ୧ମା. ୧ବ.)

[ସମ୍ପାଦନା]

ବେଗବାନ; ଦ୍ରୁତଗାମୀ —Swift.

ବିଶେଷ୍ୟ -

[ସମ୍ପାଦନା]
୧. ଘୋଡ଼ା —୧. Horse.
୨. ଓଟ —୨. Camel.