Jump to content

ଜବ୍

ଉଇକିଅଭିଧାନ‌ରୁ

ଜବ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପରୁ) ଅ. (ସଂସ୍କୃତ - ଯାବତ୍; ପ୍ରା. ଯାବ, ଜାବ; ତୁଳ, ସଂସ୍କୃତ - ଯଦା; ଯଦି; ଯଦ୍ୟପି)

[ସମ୍ପାଦନା]
୧. ଯେବେ; ଯେଉଁ ସମୟରେ —୧. When.
୨. ଯଦି —୨. If.

[ଦ୍ରଷ୍ଟବ୍ୟ —ଗୋପୀନାଥ ନନ୍ଦେ ଲାବଣ୍ୟବତୀ 'ଜାନ ଜବାପେକ୍ଷୀ ପରଦର୍ପହୀନ' ଉଦାହରମ ଦେଇ ଜବ୍ ଶବ୍ଦର ଓଡ଼ିଆରେ ଯେବେ ଅର୍ଥର ବ୍ୟବହାରକୁ ସମର୍ଥନ କରି ଅଛନ୍ତି ଓ ଲାବଣ୍ୟବତୀର ଲୋକନାଥ ଦାଶଙ୍କୁ କୃତ ଟୀକାରେ ଏହି ଅର୍ଥ ସମର୍ଥିତ ହୋଇଅଛି କିନ୍ତୁ ଓଡ଼ିଆ ଭାଷାରେ ଏହି ଶବ୍ଦର ହିନ୍ଦୀ ଅର୍ଥରେ ବ୍ୟବହାର 'ଜବ୍ତକ୍' ଶବ୍ଦ ଛଡ଼ା ପ୍ରଚଳିତ ଥିବାର ବୁଝା ଯାଉନାହିଁ କେବଳ ସମ୍ୱଲପୁରରେ ହିନ୍ଦୀ ପ୍ରଭାବରୁ କୌଣସି କୌଣସି ସ୍ଥାନରେ ଏହି ଶବ୍ଦ ଓଡ଼ିଆଙ୍କ ମୁହଁରେ ଶୁଣାଯାଏ ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲୁଣରନ୍ଧା ଘାସ କାଟିବା ଅସ୍ତ୍ର (ଗୋପୀନାଥ ନନ୍ଦ) — An instrument for cutting the grass used as fual in the manufacture of salt.