ଜବ୍ଦ ହେବା
ଦେଖଣା
ଜବ୍ଦ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜବ୍ଦ ହେବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ପରାଜିତ ହେବା — ୧. To be vanquished.
- ୨. ଦଣ୍ଡ ପାଇ ଶିକ୍ଷା ଲାଭ କରିବା — ୨. To be taught a lesson.
- ୩. (ସମ୍ପତ୍ତି) କ୍ରୋକ ହେବା — ୩. (Property) To be attached.
- ୪. ଶାସିତ ହେବା; ଆୟତ୍ତ ହେବା —୪. To be restrained or checked; to be brought under control.
- ୫. ଗିରଫ୍ଦାର୍ କରାଯିବା —୫. To be arrested.
- ୬. ପୁଲିସଙ୍କଦ୍ୱାରା ଅଟକ ରଖାଯିବା — ୬. To be detained by the police.