Jump to content

ଜମକ

ଉଇକିଅଭିଧାନ‌ରୁ

ଜମକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯମକ)

[ସମ୍ପାଦନା]
୧. ପଦ୍ୟରେ ଆଦ୍ୟ ବା ପ୍ରାନ୍ତ ବା ମଧ୍ୟସ୍ଥ ଅକ୍ଷରମାନଙ୍କ ମେଳ —୧. Alliteration in poetry.
୨. (ସଂସ୍କୃତ - ଚମତ୍କାର) ଜାକ୍ଜମକ୍; ଘନଘଟା; ଆଡ଼ମ୍ୱର — ୨. Pomp; show; parade.
୩. ଔଜ୍ଜ୍ୱଲ୍ୟ; ଚାକଚକ୍ୟ — ୩. Splendour; brightness; sheen.
୪. ଶ୍ରୀବୃଦ୍ଧି —୪. Prosperity; affluence.
୫. ଯାତ୍ରାଦିରେ ବହୁ ଦର୍ଶକ ଉତ୍ସାହିତ ହୋଇ ସମବେତ ହେବା ବା ରୁଣ୍ଡ ହେବା; ଭିଡ଼ — ୫. Many people collecting to see a dance or show; crowd.
୬. ଯାତ୍ରାଦିର ଯେଉଁଅବସ୍ଥାରେ ବହୁ ଲୋକ ଯାତ୍ରା ଦେଖିବା ପାଇଁ ଆକୃଷ୍ଟ ହୋଇ ରୁଣ୍ଡ ହୁଅନ୍ତି — ୬. That stage of a show ior dance when it is at its height and when people crowd in large numbers being attracted by it; height of a show or display.
୭. ଦଳ; ଗୋଷ୍ଠୀ —୭. Crowd; party.
୮. ଏକତା —୮. Unity.
୯. ସମବେତ ହେବା ଅବସ୍ଥା — ୯. State of being gathered together.

ବିଶେଷଣ -

[ସମ୍ପାଦନା]
୧. ଗହଳିଆ —୧. Crowded.
୨. ଆଡ଼ମ୍ୱରପୂର୍ଣ୍ଣ — ୨. Full of splendour or show.
୩. ବହୁଲୋକଙ୍କୁ ଏକ ସ୍ଥାନକୁ ଆକର୍ଷଣ କରିବାର ଉପଯୁକ୍ତ — ୩. Fit for attracting a big crowd to see it.