ଜମକି ଉଠିବା
ଆଡ଼ମ୍ୱର ବା କୋଳାହଳପୂର୍ଣ୍ଣ ହେବା — To become full of grandeur and crowded.
ବିପଦ ପଡ଼ିଲେ ଡ଼ାକ୍ତର ଆଉ ଓକୀଲଙ୍କ ଦୁଆର ପରି ଠାକୁରାଣୀଙ୍କ ଆସ୍ଥାନ ଜମକି ଉଠେ ଫକାରମୋହନ. ଛମାଣ ଆଠଗୁଣ୍ଠ