Jump to content

ଜମକ ଉଠିବା

ଉଇକିଅଭିଧାନ‌ରୁ

ଜମକ ଉଠିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯାତ୍ରାଦିରେ ବହୁ ଲୋକଙ୍କୁ ଆକର୍ଷଣ କରି ରୁଣ୍ଡ କରାଇବାର ଅବସ୍ଥା — Being at its height (said of a show, performance or parade when the biggest possible crowd is gathered to see it).

(ଯଥା—ଆଜି ରାତିରେ ରାମନବମୀ ଯାତ୍ରାରେ ବାଳୀସୁଗ୍ରୀବ ବାହାରିଲେ ଭାରି ଜମକ ଉଠିବ)