Jump to content

ଜମକ ଜମାଇବା

ଉଇକିଅଭିଧାନ‌ରୁ

ଜମକ ଜମାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଜମକ ଜମେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ଆଡ଼ମ୍ୱରପୂର୍ଣ୍ଣ କାର୍ଯ୍ୟ ବା ବସ୍ତୁ ଦେଖାଇ ବହୁଲୋକଙ୍କୁ ଆକର୍ଷଣ କରିବା — To attract a big crowd to a place by a pompous show display or parade; to parade a showy thing.


ଧନିଆଁ ଜମକ ଜମେଇଲା ଜାଉଁଳି ନାକରେ ସାଉଁଳି ଗୁଣା, ମାରିତ ପକେଇଲା—ଢଗ