Jump to content

ଜମଜମାଣି

ଉଇକିଅଭିଧାନ‌ରୁ

ଜମଜମାଣି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (କଉଡ଼ି ହାତରେ ଧରି ପକାଇବା ସମୟରେ ଜମ୍ ଜମ୍ ଶବ୍ଦ ହେବାରୁ)

[ସମ୍ପାଦନା]
୧. ଏକ ପ୍ରକାର କଉଡ଼ିଖେଳ — ୧. A kind of indoor game with small sea-shells.
୨. ଏକ ପ୍ରକାର ଦେଶୀ ଖେଳ — ୨. A kind of outdoor country-game.