ଜମଝାଳ
ବିଶେଷ ପରିଶ୍ରମ ବା ହଠାତ୍ ଉପସ୍ଥିତ ଭୟ ଯୋଗୁଁ ସମସ୍ତ ଶରୀରରୁ ବହିବା ଝାଳ; ଆପାଦମସ୍ତକ ବୋହି ଯିବା ଝାଳ —Profuse sweating over the whole body due to excessive exertion of fear.