ଜମାଧାର୍ଯ୍ୟ ଯୋଗ୍ୟ
ଦେଖଣା
ଜମାଧାର୍ଯ୍ୟ ଯୋଗ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜମାଧାର୍ଯ୍ୟ ଯୋଗ୍ୟ
|
ଦେଶଜ - ବିଶେଷଣ - (ଆରବୀ - ଜମା+ସଂସ୍କୃତ - ଧାର୍ଯ୍ୟ+ଯୋଗ୍ୟ; ସେଟ୍ଲମେଣ୍ଟ ପ୍ରଚଳିତ ଶବ୍ଦ)
[ସମ୍ପାଦନା]ଯେଉଁ ଜମି ପାଇଁ ପ୍ରଜା ଜମିଦାରଙ୍କୁ କିଛି ଖଜଣା ଦେଉ ନ ଥାଏ ଅଥଚ ଯାହା ଖଜଣାର ଯୋଗ୍ୟ —(rayati land) Liable orfit to be assessed to rent, but not paying any rent.