ଜମାରୁ
ଆଦୌ; ମୂଳରୁ; ମୁଣୂହୁଁ; ଅତି ଅଳ୍ପ ହେଲେ ମଧ୍ୟ — At all; at the least; from the beginning.
[ଦ୍ରଷ୍ଟବ୍ୟ —ଏହା 'ନାହିଁ' ଅର୍ଥକ କ୍ରିୟା ସଙ୍ଗେ ପ୍ରାୟ ବାକ୍ୟରେ ବ୍ୟବହୃତ ହୁଏ, ଯଥା—'ମୁଁ ଜମାରୁ ଏ କଥା ଜାଣେ ନାହିଁ' 'ମୋଠାରେ ଜମାରୁ ଅଧଲାଟିଏ ନାହିଁ']