ଜମା କରିବା
ଦେଖଣା
ଜମା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ଆରବୀ - ଜମା=ଏକତ୍ରୀକୃତ)
[ସମ୍ପାଦନା]- ୧. ଏକତ୍ର କରିବା; ଠୁଳ କରିବା — ୧. To collect together; to heap up.
ଝାଉଁଳିବା ନବ ତମାଳ ରମା, ଝିଙ୍କି ଆଣି ଅଙ୍ଗେ କରଣି ଜମା କବିସୂର୍ଯ୍ୟ. କିଶୋରୀଚମ୍ପୁ. ଝ ଗୀତ
- ୨. ସଞ୍ଚୟ କରିବା —୨. To hoard up.
- ୩. ଗଚ୍ଛିତ ରଖିବା — ୩. To deposite or put in trust.
- ୪. ବହୁ ଲୋକଙ୍କୁ ଏକତ୍ର ଠୁଳ କରାଇବା — ୪. To causea multitude to assemble.
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]ଦହି ମୋହିଁବା — To churn curd.