Jump to content

ଜମା ହେବା

ଉଇକିଅଭିଧାନ‌ରୁ

ଜମା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

(ଆରବୀ - ଜମା)—ଏକତ୍ର ହେବା — To be gathered; to be assembled.

କେତେ ମୁନି, ଋଷି, ବ୍ରାହ୍ମଣ, ରାଜା ଆସି ଜମା ହେଲେ ନୀଳକଣ୍ଠ ଦାସ. ପିଲାଙ୍କ ରାମାୟଣ