ଜମିଦାରୀ
ଦେଖଣା
ଜମିଦାରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜମିନ୍ଦାରୀ)
[ସମ୍ପାଦନା]- ୧. ଜମିଦାରଙ୍କ ଅଧିକୃତ ସମ୍ପତ୍ତି — ୧. Zamindary; estate; landed property payig revenue o Government.
- ୨. ଜମିଦାରଙ୍କ ସ୍ୱତ୍ୱ ବା ଅବସ୍ଥା — ୨. The state of being a Zamindar.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜମିଦାରୀ ସମ୍ୱନ୍ଧୀୟ — Pertaining to a Zamindary.