ଜମିନ୍ ଅସ୍ମାନ୍ ଫରକ୍
ଦେଖଣା
ଜମିନ୍ ଅସ୍ମାନ୍ ଫରକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜମିନ୍ ଅସ୍ମାନ୍ ଫରକ୍
|
(ଜମିନ୍ ଅସ୍ମାନ୍ ତଫାତ; ଜମିନ ଅସ୍ମାନ ପ୍ରଭେଦ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - )
[ସମ୍ପାଦନା]ଦୁଇଟି ପାଦାର୍ଥ ମଧ୍ୟରେ ସ୍ୱର୍ଗ ମର୍ତ୍ତ୍ୟ ପ୍ରଭେଦ — A very great difference between two things.