ଜମିଳ
ବଡ଼ ଓ ଟାଣୁଆଁ ଗୁଳ୍ମବିଶେଷ — Homonia Riparia.
[ଦ୍ରଷ୍ଟବ୍ୟ —ଏହା ନଦୀଗର୍ଭର କଙ୍କରମୟ ପ୍ରଦେଶମାନଙ୍କରେ ଜାତ ହୁଏ]