Jump to content

ଜମି ରହିବା

ଉଇକିଅଭିଧାନ‌ରୁ

ଜମି ରହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଜମିଯିବା—ଅନ୍ୟରୂପ)

ଦେଶଜ - କ୍ରି. (ଆରବୀ - ଜମନା=ଠୁଳ ହେବା)

[ସମ୍ପାଦନା]
୧. ଲାଖି ରହିବା; ଦୃଢ଼ ରୂପେ ଆସକ୍ତ ହେବା — ୧. To be engrossed with; to be bent on; to dote upon.

ଜମି ରହେ ମନ ଭଙ୍ଗିରେ କାହିଁ ନ ମିଳଇ ପରିତ୍ରାଣ ଗୋ କବିସୂର୍ଯ୍ୟ, ସଙ୍ଗୀତ