Jump to content

ଜମ୍ପତି

ଉଇକିଅଭିଧାନ‌ରୁ

ଜମ୍ପତି

ଉଚ୍ଚାରଣ

[ସମ୍ପାଦନା]

(ଜାୟାପତି, ଦମ୍ପତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ ସମାସ; ଜାୟା+ପତି; ନିପାତନସିଦ୍ଧ)

[ସମ୍ପାଦନା]

ଦମ୍ପତି; ସ୍ୱାମୀ ଓ ସ୍ତ୍ରୀ; ପତିପତ୍ନୀ — A married couple; husband and wife.