ଜମ୍ଭ
ଦେଖଣା
ଜମ୍ଭ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ମହାପରାକ୍ରମୀ ଦୈତ୍ୟବିଶେଷ — ୧. Name of a demon.
[ଦ୍ରଷ୍ଟବ୍ୟ —ଏ ମହିଷାସୁରର ପିତା ଏହାକୁ ଇନ୍ଦ୍ର ବଧ କରିଥିଲେ, ତେଣୁ ଇନ୍ଦ୍ରଙ୍କୁ ଜମ୍ୱାରାତି ବୋଲାଯାଏ]
- ୨. ଜମ୍ୱିର ଫଳ; ଲେମ୍ୱୁ —୨. Lemon; citron.
- ୩. ତୃଣ —୩. Quiver for arrows.
- ୪. ଦାନ୍ତପାଟି —୪. The jaws.
- ୫. (+କର୍ମ. ଅ) ଭକ୍ଷ୍ୟ ବସ୍ତୁ —୫. Food; eatables.
- ୬. ଅଂଶ; ଭାବ —୬. Part; portion.
- ୭. ଦମ୍ଭ —୭. Pride.
- ୮. ଟୀକା; ବ୍ୟାଖ୍ୟା — ୮. Interpretation; explanation.
- ୯. (+ଭାବ. ଅ) ଭକ୍ଷଣ —୯. Eating.
- ୧. (+କରଣ. ଅ) ଦନ୍ତ —୧୦. Tooth.
- ୧୧. (+କରଣ. ଅ) ହନୁ; ଗଣ୍ଡ ଦେଶର ଉପରି ଭାଗ — ୧୧. The upper part of the chheks.