ଜମ୍ଭକ
ଦେଖଣା
ଜମ୍ଭକ
ଉଚ୍ଚାରଣ
[ସମ୍ପାଦନା](ଜାମ୍ଭିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଜମ୍ଭ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଭୋକ୍ତା; ଖାଦକ —୧. Eater; eating.
- ୨. ବ୍ୟାଖ୍ୟାକାରୀ — ୨. Explaining; interpreting.
- ୩. ପ୍ରସ୍ଫୁଟିତ ହୋଇଥିବା; ମେଲି ଯାଇଥିବା — ୩. Expanded; opened up.
- ୪. ରମଣକାରୀ —୪. One who copulates or cohabits; cohabiting.
- ୫. ଯେ ହାଇ ମାରେ — ୫. One who yawns; yawning.
ବିଶେଷ୍ୟ - (ଜମ୍ଭ+ସ୍ୱାର୍ଥେ. କ)
[ସମ୍ପାଦନା]ଜମ୍ୱିର ଲେମ୍ୱୁ —Cotron.