Jump to content

ଜମ୍ଭଳା

ଉଇକିଅଭିଧାନ‌ରୁ

ଜମ୍ଭଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜମ୍ୱଳ+ସ୍ତ୍ରୀ. ଆ)

[ସମ୍ପାଦନା]

ଗୋଦାବରୀତୀରବାସିନୀ ପୁରାଣୋକ୍ତା ରାକ୍ଷସୀବିଶେଷ — Name of a demoness supposed to reside on the banks of the Godaveri river (in South India).


[ଦ୍ରଷ୍ଟବ୍ୟ —ଜ୍ୟୋତିଷତତ୍ତ୍ୱ ଗ୍ରନ୍ଥରେ ଲେଖା ଅଛି ଯେ ସମୁଦ୍ରର ଉତ୍ତର ତୀରରେ ବାସ କରୁଥିବା ଜମ୍ଭଳା ନାମକ ରାକ୍ଷସୀକୁ ନିମ୍ନୋକ୍ତ ମନ୍ତ୍ର ବୋଲି ସ୍ମରଣ କଲେ ଗର୍ଭିଣୀ ପ୍ରସବବେଦନାରୁ ମୁକ୍ତ ହୋଇ ସୁପ୍ରସବ କରେ ଯଥା—

ଅସ୍ତି ଗୋଦାବରୀତୀରରେ ଜମ୍ଭଳା ନାମ ରାକ୍ଷସୀ ତସ୍ୟା ସ୍ମବଣମାତ୍ରେଣ ବିଶଲ୍ୟା ଗର୍ଭିଣୀ ଭବେତ୍]