ଜମ୍ଭୁରା
ଦେଖଣା
ଜମ୍ଭୁରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - (ଫାରାସୀ - ଜଂବୁର୍)
[ସମ୍ପାଦନା]- ୧. ଦୃଢ଼ ସଣ୍ଡୁଆସୀ ବା ଚୁମୁଟା — ୧. Strong pincers; pliers (instument for catching a thing tightly).
- ୨. ପ୍ରତିମା ଉପରେ ମଡ଼ାଯିବା ଏକପିଠି ତମ୍ୱାଳିଆ ଓ ଅନ୍ୟ ପିଠି ଧଳା ପିତଳର ପଳା ପାତିଆ — ୨. Very thin foils of bress (with one side copper-coloured and the other tinned, used to adorn painted images).
- ୩. ଏକପ୍ରକାର ବନ୍ଧୁକ —୩. A kind of gun.