ଜମ୍ୱାଳ
ଦେଖଣା
ଜମ୍ୱାଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ=ଭକ୍ଷଣ କରିବା+ସଂଜ୍ଞାର୍ଥେ କର୍ତ୍ତୃ ବାଳ; ଯେ ଲୋକଙ୍କ ଗତିକୁ ବା ବସ୍ତୁମାନଙ୍କୁ ଗିଳି ପକାଏ)
[ସମ୍ପାଦନା]- ୧. କାଦୁଅ; ପଙ୍କ —୧. Clay; mud; mire.
ଜମ୍ୱାଳ ଲାଗିଲା ବୋଲି ବରଜିଲି ବିମ୍ୱାଧର ମରକତ କବିସୂର୍ଯ୍ୟ. ସଙ୍ଗୀତ
- ୨. ଶୈବାଳ —୨. Moss.
- ୩. କେତକୀ ବୃକ୍ଷ — ୩. Screw-pine; Pandanus Odoratissimus.
- ୪. (ଲକ୍ଷଣାର୍ଥ) ଜଞ୍ଜାଳ — ୪. (Figurative) Complications.