Jump to content

ଜମ୍ୱୁଜମ୍ୱାଳ

ଉଇକିଅଭିଧାନ‌ରୁ

ଜମ୍ୱୁଜମ୍ୱାଳ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Jambu-jambāḻa
  • ଆଇ.ପି.ଏ. — ɟˈɔ mˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˈɔʃʃoˌukaɾ ɟˈɔ mˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ ˈl̩ʌ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜମ୍ୱୁ=ନଦୀବିଶେଷ+ଜମ୍ୱାଳ= ପଙ୍କ)

[ସମ୍ପାଦନା]

ସୁନା —Gold.

ଜମ୍ୱୁ—ଜମ୍ୱାଳ ପିତୁଳା ପରେ ଢାଳି ଇନ୍ଦ୍ର ନୀଳମଣି କାଚି— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

[ଦ୍ରଷ୍ଟବ୍ୟ —ସୁବର୍ଣ୍ଣ ଜମ୍ୱୁନଦରୁ ଉତ୍ପନ୍ନ ହୁଏ ବୋଲି ତାହାକୁ ଜାମ୍ୱୁନଦ ବୋଲାଯାଏ]