Jump to content

ଜମ୍ୱୁନଦ

ଉଇକିଅଭିଧାନ‌ରୁ

ଜମ୍ୱୁନଦ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପୁରାଣମତେ ସ୍ୱର୍ଗର ୭ ଗୋଟି ନଦୀ ମଧ୍ୟରୁ ଏକତମ — One of the ୭ heavenly rivers.

[ଦ୍ରଷ୍ଟବ୍ୟ —ଏଥିରୁ ସୁନା ଜାତ ହୋଇଥିବାରୁ ସୁନାକୁ ଜାମ୍ୱୁନଦ ବୋଲାଯାଏ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାମ୍ୱୁନଦ)

[ସମ୍ପାଦନା]

ସୁବର୍ଣ୍ଣ; ସୁନା —Gold.