ଜମ୍ୱୁମାର୍ଗ
ପୁଷ୍କରସ୍ଥ ତୀର୍ଥବିଶେଷ — Name of a sacred place in Pushkara.
ପୁଷ୍କରରେ ରହି ଯେ ଜମ୍ୱୁମାର୍ଗ ତୀର୍ଥ ସେବା କଲେ ତାର ସୁକୃତ ହୋଏ ସାର୍ଥ କୃଷ୍ଣସିଂହ. ମହାଭାରତ. ବନ