Jump to content

ଜମ୍ୱୁଳ

ଉଇକିଅଭିଧାନ‌ରୁ

ଜମ୍ୱୁଳ

ଉଚ୍ଚାରଣ

[ସମ୍ପାଦନା]

(ଜମ୍ୱୁଲ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଜମ୍ୱୁ+ଲା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଜମ୍ୱିର ଲେମ୍ୱୁ —୧. Citron.
୨. ବିବାହ କାଳରେ ସ୍ତ୍ରୀମାନେ ବରକନ୍ୟାଙ୍କ ପ୍ରତି ଯେଉଁ ପରିହାସବାକ୍ୟ ପ୍ରୟୋଗ କରନ୍ତି — ୨. Jest or jesting compliments addressed to the bride and bride-groom by their friends and female relatives (Apte).