Jump to content

ଜରଜାତକା

ଉଇକିଅଭିଧାନ‌ରୁ

ଜରଜାତକା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଜାରଜାତକ)

[ସମ୍ପାଦନା]
୧. ଜାରଜ; ବେଧପିଲା; ବେଜନ୍ମା; ବିବାହବନ୍ଧନରେ ଆବଦ୍ଧ ନ ଥିବା
ପୁରୁଷ ଓ ସ୍ତ୍ରୀଙ୍କଠାରୁ ଯେଉଁ ସନ୍ତାନ ଜନ୍ମେ; ରକ୍ଷିତା ସ୍ତ୍ରୀର ଗର୍ଭଜାତ ସନ୍ତାନ —୧. Illegitimate;bastard; born of illegal connection.