ଜରଣ
ଦେଖଣା
ଜରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ୃ ଧାତୁ+କର୍ତ୍ତୃ. ଅନ)
[ସମ୍ପାଦନା]- ୧. ବୃଦ୍ଧ — ୧. Old.
- ୨. କ୍ଷୟପ୍ରାପ୍ତ; ଜୀର୍ଣ୍ଣ —୨. Decayed.
- ୩. ଜୀର୍ଣ୍ଣଶକ୍ତିବର୍ଦ୍ଧକ —୩. Promotion digestion.
ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରଶଂସା —୧. Praise.
- ୨. ଜୀରା —୨. Cumin seed.
- ୩. ବାର୍ଦ୍ଧକ୍ୟ —୩. Old age.
- ୪. ହେଙ୍ଗୁ —୪. Asafætida.
୫ : ସୌବର୍ଚ୍ଚଳ; ସଚଳ ଲବଣ —୫. A kind of salt.
୬ : କାସମର୍ଦ୍ଦ; କାସିନ୍ଦି ଗୁଳ୍ମ —୬. Cassia Tora (tree).
୭ : ୧ ପ୍ରକାର ଗ୍ରହଣ ମଧ୍ୟରୁ ଏକ (ଯହିଁରେ ପଶ୍ଚିମଦିଗରୁ ମୋକ୍ଷ ହେବା ଆରମ୍ଭ ହୁଏ (ହିନ୍ଦୀ - ଶବ୍ଦସାଗର) — ୭. An eclipse which begins to clear up from the western side of the orb.