ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଜରତୀ)
[ସମ୍ପାଦନା]
ଓଡ଼ିଆ ଭକ୍ତିଗ୍ରନ୍ଥ ବର୍ଣ୍ଣିତ ଗୋଟିଏ ବୃଦ୍ଧା ବେଶ୍ୟାର ନାମ —Name of an old prostitute found in Oria mythologies.
[ଦ୍ରଷ୍ଟବ୍ୟ —ବେଶ୍ୟାବୃତ୍ତ କରୁଥିଲେହେଁ ଏ ବୃଦ୍ଧକାଳରେ ଏକାନ୍ତ ଭକ୍ତି ଓ ଭଜନାଦିଦ୍ୱାରା ମୋକ୍ଷଲାଭ କରିଥିଲା ]