Jump to content

ଜରତୀ

ଉଇକିଅଭିଧାନ‌ରୁ

ଜରତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଜରତ୍+ସ୍ତ୍ରୀ. ଈ)

[ସମ୍ପାଦନା]

ବୁଢ଼ୀ; ଅତି ବୃଦ୍ଧା; ଜରାଗ୍ରସ୍ତା —Very old (woman).

ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ବୁଢ଼ୀ ସ୍ତ୍ରୀ; ବୁଢ଼ୀ ମାଙ୍କୁଡ଼ୀ (ବ୍ୟଙ୍ଗ ବା କୁତ୍ସାର୍ଥକ) — An old woman; a hag.

କୁତ୍ସା କରେଁ ମୁଁ ଧାତାକୁ, କାହିଁକି ସରଜି ତାକୁ, ବିରାୟୁ ରଖିଲା କରତୀରେ—କବିସୂର୍ଯ୍ୟ. କିଶୋରୀଚମ୍ପୁ. କ. ଗୀତ